ନିଠାଇବା Niṭhāibā

  • ଦେ. କ୍ରି. (ସଂ. ନିଷ୍ଠା; ପ୍ରା. ନିଟ୍ ଠା) — ଦୃଢ଼ଭାବରେ କୌଣସି କଥା କରିବା — To do a thing thoroughly or firmly
  • ଦେ. କ୍ରି. (ସଂ. ନିଷ୍ଠା; ପ୍ରା. ନିଟ୍ ଠା) — ଧୀରଭାବରେ ଦୃଢ଼ ଉଚ୍ଚାରଣପୂର୍ବକ କଥା କହିବା — To speak a thing with emphasis and slowness
  • ଦେ. କ୍ରି. (ସଂ. ନିଷ୍ଠା; ପ୍ରା. ନିଟ୍ ଠା) — କୌଣସି କାର୍ଯ୍ୟ ତନ୍ନ ତନ୍ନ କରି ବୁଝି କରିବା — To do a thing deliberately
  • ଦେ. କ୍ରି. (ସଂ. ନିଷ୍ଠା; ପ୍ରା. ନିଟ୍ ଠା) — ଦାନ୍ତ ଚିପି କରି କଥା କହିବା — To speak by shutting the jaws
  • ଦେ. କ୍ରି. (ସଂ. ନିଷ୍ଠା; ପ୍ରା. ନିଟ୍ ଠା) — ନିଷ୍ଠାର ସହିତ କାର୍ଯ୍ୟ କରିବା — To persevere
  • ଦେ. କ୍ରି. (ସଂ. ନିଷ୍ଠା; ପ୍ରା. ନିଟ୍ ଠା) — ମଠେଇବା; ବିଳମ୍ବ କରିବା — To do a thing slowly or tardily
  • ଦେ. କ୍ରି. (ସଂ. ନିଷ୍ଠା; ପ୍ରା. ନିଟ୍ ଠା) — ଜୋର୍ କରିବା — To use force
  • ଦେ. କ୍ରି. (ସଂ. ନିଷ୍ଠା; ପ୍ରା. ନିଟ୍ ଠା) — ବାଜନ୍ତେ ମାରଗଶ ଗଣ ନିଠିଆଇ ପଳାଇଲେ ଦାନବେ ଭୟେ ପିଠିଆଇ—କୃଷ୍ଣସିଂହ. ମହାଭାରତ. ବନ।