ନିଟଳାକ୍ଷ Niṭaḻāksha

  • ସଂ. ବି. ପୁଂ. (ବହୁବ୍ରୀହି; ନିଟଳରେ ଅକ୍ଷି ଯାହାର) — ମହାଦେବ — Siba
  • ବିଣ. ପୁଂ. — ଯାହାର ଗୋଟିଏ ଆଖି ଭାଲ ଦେଶରେ ଥାଏ — Having one eye on the brow