ନିଜ୍ୟମାନ Nijyamāna

  • ସଂ. ବିଣ. (ନିଜ୍ ଧାତୁ=ଶୋଧନ କରିବା+କର୍ମବାଚ୍ୟ. ଶାନଚ୍) — କ୍ଷାଳିତ — Washed
  • ସଂ. ବିଣ. (ନିଜ୍ ଧାତୁ=ଶୋଧନ କରିବା+କର୍ମବାଚ୍ୟ. ଶାନଚ୍) — ଶୋଧିତ — Rectified; refined