ନିଜାମତ୍ Nijāmat
- ବୈଦେ. ବି. (ଆ) — ରାଜ୍ୟଶାସନ — Administration; judicial and executive government of a country
- ବୈଦେ. ବି. (ଆ) — [ଦ୍ର—ବଙ୍ଗବିହାର ଓଡ଼ିଶାର ରାଜସ୍ୱ ଆଦାୟର ଭାର (ଦେବାନୀ ମୋଗଲ ସମ୍ରାଟ ସାହାଆଲାମଙ୍କ ଠାରୁ ଇଷ୍ଟଇଣ୍ଡିଆ କୋମ୍ପାନି କ୍ଲାଇବଙ୍କ ଅମଳରେ 1765 ଖ୍ରୀଷ୍ଟାବ୍ଦରେ 26 ଲକ୍ଷ ଟଙ୍କା ବାର୍ଷିକ ଜମାରେ ସନନ୍ଦଦ୍ୱାରା ପାଇଥିଲେ ଓ ନିଜାମତ୍ (ରାଜ୍ୟ ଶାସନ ଓ ବିଚାର) ବଙ୍ଗର ନବାବଙ୍କଠାରେ ପୂର୍ବପରି ରଖାଯାଇଥିଲା। ଦିନାକେତେ ଏହି ଦ୍ୱୈତଶାସନ ଚଳିଲା ପରେ ବଙ୍ଗ ବିହାର ଓଡ଼ିଶାର ନିଜାମତ୍ ମଧ୍ୟ ଇଂରାଜଙ୍କର ହସ୍ତଗତ ହେଲା।] — [ଦ୍ର—ବଙ୍ଗବିହାର ଓଡ଼ିଶାର ରାଜସ୍ୱ ଆଦାୟର ଭାର (ଦେବାନୀ ମୋଗଲ ସମ୍ରାଟ ସାହାଆଲାମଙ୍କ ଠାରୁ ଇଷ୍ଟଇଣ୍ଡିଆ କୋମ୍ପାନି କ୍ଲାଇବଙ୍କ ଅମଳରେ1765ଖ୍ରୀଷ୍ଟାବ୍ଦରେ26ଲକ୍ଷ ଟଙ୍କା ବାର୍ଷିକ ଜମାରେ ସନନ୍ଦଦ୍ୱାରା ପାଇଥିଲେ ଓ ନିଜାମତ୍ (ରାଜ୍ୟ ଶାସନ ଓ ବିଚାର) ବଙ୍ଗର ନବାବଙ୍କଠାରେ ପୂର୍ବପରି ରଖାଯାଇଥିଲା ଦିନାକେତେ ଏହି ଦ୍ୱୈତଶାସନ ଚଳିଲା ପରେ ବଙ୍ଗ ବିହାର ଓଡ଼ିଶାର ନିଜାମତ୍ ମଧ୍ୟ ଇଂରାଜଙ୍କର ହସ୍ତଗତ ହେଲା]