ନିଜଞ୍ଜାଳ Nijan̄jāḻa

  • ଦେ. ବିଣ (ସଂ. ନିର୍+ଜଞ୍ଜାଳ) — ଯହିଁରେ କୌଣସି ଗୋଳମାଳ ବା କଷ୍ଟ ନାହିଁ — Free from difficulty or trouble or complications
  • ଦେ. ବିଣ (ସଂ. ନିର୍+ଜଞ୍ଜାଳ) — (ପୁଂ)—ନିଜଞ୍ଜାଳି (ଦେଖ) — Nijan̄jāḻi (See)