ନିଜ ରୂପ ଦେଖାଇବା Nija rūpa dekhāibā
- ଦେ. କ୍ରି (ଆକ୍ଷରିକ ଅର୍ଥ ଓ ଲକ୍ଷଣାର୍ଥ) — ଛଦ୍ମ ରୂପ ଛାଡ଼ି ଆପଣାର ପ୍ରକୃତ ଚେହେରା ଦେଖାଇବା — (literary and figurative) To come out in one's true colours
- ଦେ. କ୍ରି (ଆକ୍ଷରିକ ଅର୍ଥ ଓ ଲକ୍ଷଣାର୍ଥ) — (ଲକ୍ଷଣାର୍ଥ) ଅତ୍ୟନ୍ତ ରାଗାନ୍ୱିତ ହେବା — (figurative) To become very angry
- ଦେ. କ୍ରି (ଆକ୍ଷରିକ ଅର୍ଥ ଓ ଲକ୍ଷଣାର୍ଥ) — (ଲକ୍ଷଣାର୍ଥ) ନିଜର ଆନ୍ତରିକ ମତ ଗୋପନ ନ କରି ପ୍ରକାଶ କରିବା — (figurative) To show one's colours to express one's sincere views