ନିଚ୍ଛେଦ୍ୟ Nichchhedya

  • ସଂ. ବିଣ (ନି+ଛିଦ୍ ଧାତୁ+କର୍ମ. ଯ) — ଅଚ୍ଛେଦ୍ୟ — Inseparable
  • ସଂ. ବିଣ (ନି+ଛିଦ୍ ଧାତୁ+କର୍ମ. ଯ) — ଅଭେଦ୍ୟ — Inpenetrable
  • ସଂ. ବିଣ (ନି+ଛିଦ୍ ଧାତୁ+କର୍ମ. ଯ) — ଅବିଭାଜ୍ୟ — Indivisible