ନିଚ୍ଛବି Nichchhabi

  • ସଂ. ବି (ନି+ଛବି=ଦୀପ୍ତି) — ତ୍ରିହୁତ ଦେଶ — Tirhoot (Division)
  • ସଂ. ବି (ନି+ଛବି=ଦୀପ୍ତି) — ବର୍ଣ୍ଣସଙ୍କରଜାତିବିଶେଷ — Name of a mixed caste
  • ସଂ. ବି (ନି+ଛବି=ଦୀପ୍ତି) — [ଦ୍ର—ସବର୍ଣ୍ଣା ସ୍ତ୍ରୀଠାରୁ ଉତ୍ପନ୍ନ ବ୍ରାତ୍ୟ କ୍ଷତ୍ରିୟଜାତିକୁ ନିଚ୍ଛବି ବୋଲାଯାଏ—ହି. ଶ.।]