ନିଚୋଳ Nichoḻa
- ସଂ. ବି(ନି+ଚୁଳ ଧାତୁ=ଅବଗୁଣ୍ଠନ କରିବା; ଆବୃତ କରିବା +କରଣ. ଅ) — ଚୋଗା — A toga; overcoat
- ସଂ. ବି(ନି+ଚୁଳ ଧାତୁ=ଅବଗୁଣ୍ଠନ କରିବା; ଆବୃତ କରିବା +କରଣ. ଅ) — ଘାଘରା; ଉତ୍ତରଚ୍ଛଦ — Surtout; petticoat; apron
- ସଂ. ବି(ନି+ଚୁଳ ଧାତୁ=ଅବଗୁଣ୍ଠନ କରିବା; ଆବୃତ କରିବା +କରଣ. ଅ) — ଶାଢ଼ୀ — Cloth worm by women
- ସଂ. ବି(ନି+ଚୁଳ ଧାତୁ=ଅବଗୁଣ୍ଠନ କରିବା; ଆବୃତ କରିବା +କରଣ. ଅ) — ଉତ୍ତରୀୟ — Upper garment; mantle
- ସଂ. ବି(ନି+ଚୁଳ ଧାତୁ=ଅବଗୁଣ୍ଠନ କରିବା; ଆବୃତ କରିବା +କରଣ. ଅ) — ପ୍ରଚ୍ଛଦପଟ; ପାଛୁଡ଼ା; ଏକପଟା; ଦୋପଟା; ଦୋସଡ଼ା — A sheet; wrapper
- ସଂ. ବି(ନି+ଚୁଳ ଧାତୁ=ଅବଗୁଣ୍ଠନ କରିବା; ଆବୃତ କରିବା +କରଣ. ଅ) — ସାଞ୍ଜୁ — Armour; cuirass; breastplate
- ସଂ. ବି(ନି+ଚୁଳ ଧାତୁ=ଅବଗୁଣ୍ଠନ କରିବା; ଆବୃତ କରିବା +କରଣ. ଅ) — ଦୋଳିକାବରଣ; ସବାରିଆଦିର ଘଟାଟପ — A cover for a litter or palky
- ସଂ. ବି(ନି+ଚୁଳ ଧାତୁ=ଅବଗୁଣ୍ଠନ କରିବା; ଆବୃତ କରିବା +କରଣ. ଅ) — କାଞ୍ଚଲା; ଜାକେଟ; ଫତେଇ — A jacket; bodice
- ସଂ. ବି(ନି+ଚୁଳ ଧାତୁ=ଅବଗୁଣ୍ଠନ କରିବା; ଆବୃତ କରିବା +କରଣ. ଅ) — ଓଢ଼ଣା; ଓଢ଼ଣୀ — A veil
- ସଂ. ବି(ନି+ଚୁଳ ଧାତୁ=ଅବଗୁଣ୍ଠନ କରିବା; ଆବୃତ କରିବା +କରଣ. ଅ) — ନିଚୋଳ କର ନିଚୋଳ ମଣ୍ଡନାରେ ସହି—ଭଞ୍ଜ. ପ୍ରେମସୁଧାନିଧି।
- ସଂ. ବି(ନି+ଚୁଳ ଧାତୁ=ଅବଗୁଣ୍ଠନ କରିବା; ଆବୃତ କରିବା +କରଣ. ଅ) — ବାକସ — A case; a box (M.W.)
- ସଂ. ବି(ନି+ଚୁଳ ଧାତୁ=ଅବଗୁଣ୍ଠନ କରିବା; ଆବୃତ କରିବା +କରଣ. ଅ) — ବିଛଣା ଚାଦର — A bed cover