ନିଚିପଡ଼ Nichipaṟḍ̠a
- ପ୍ରାଦେ. (ପୁରୀ) ବିଣ — ନିଶ୍ଚିନ୍ତ — At ease
- ପ୍ରାଦେ. (ପୁରୀ) ବିଣ — ସ୍ୱଚ୍ଛନ୍ଦ — Comfortable
- ପ୍ରାଦେ. (ପୁରୀ) ବିଣ — ପରିଷ୍କୃତ ପରିଚ୍ଛନ୍ନ — Neat and clean
- ପ୍ରାଦେ. (ପୁରୀ) ବିଣ — ଘରେ ସାବୁନ ଲଗାଇ ପହରେ କାଳ ନିଚିପଡ଼ ହୋଇ ଗାଧୁଆ ପାଧୁଆ ସାରି ଜଳଖିଆଟାଏ କଲେ—ପୀତାମ୍ବରୀ. କାନ୍ତରାବାବୁ।