ନିଘଣ୍ଟୁ Nighaṇṭu
- (ନି+ଘଣ୍ଟ୍ ଧାତୁ=ଦୀପ୍ତି ପାଇବା+ଉ) — ନାମ ସଂଗ୍ରହ — List of names
- (ନି+ଘଣ୍ଟ୍ ଧାତୁ=ଦୀପ୍ତି ପାଇବା+ଉ) — ନିର୍ଘଣ୍ଟ; ସୂଚୀପତ୍ର — Index
- (ନି+ଘଣ୍ଟ୍ ଧାତୁ=ଦୀପ୍ତି ପାଇବା+ଉ) — ଶବ୍ଦକୋଷ; ଶବ୍ଦସଂଗ୍ରହ — Vocabulary; lexicon; glossary
- (ନି+ଘଣ୍ଟ୍ ଧାତୁ=ଦୀପ୍ତି ପାଇବା+ଉ) — ବୈଦିକ ଅଭିଧାନ ବା ଶବ୍ଦକୋଷ — A vocabulary or glossary of vedic terms
- (ନି+ଘଣ୍ଟ୍ ଧାତୁ=ଦୀପ୍ତି ପାଇବା+ଉ) — [ ଦ୍ର—ଯାସ୍କ ତାଙ୍କ ରଚିତ 'ନିରୁକ୍ତ' ଗ୍ରନ୍ଥରେ ନିଘଣ୍ଟୁର ଟୀକା କରି ଅଛନ୍ତି। ]