ନିଗଡ଼ିତ Nigaṟḍ̠ita

  • ସଂ. ବିଣ (ନିଗଡ଼+ଅଛି ଅର୍ଥରେ. ଇତ) — ଶୃଙ୍ଖଳାବଦ୍ଧ — Chained; fettered
  • ସଂ. ବିଣ (ନିଗଡ଼+ଅଛି ଅର୍ଥରେ. ଇତ) — ଦୃଢ଼ବଦ୍ଧ — Tightly fixed or bound
  • ସଂ. ବିଣ (ନିଗଡ଼+ଅଛି ଅର୍ଥରେ. ଇତ) — ହରିକାଠରେ ଆବଦ୍ଧ — Confined in the stocks
  • ସଂ. ବିଣ (ନିଗଡ଼+ଅଛି ଅର୍ଥରେ. ଇତ) — ଲୁହା ଶିକୁଳିଦ୍ୱାରା ଯେଉଁ ହାତୀର ଗୋଡ଼ ବନ୍ଧା ଯାଇଥାଏ — (an elephant) Tied with the leg-chain; shackled