ନିଗଡ଼ା ନିଗଡ଼ି Nigaṟḍ̠ā nigaṟḍ̠i

  • ଦେ. ବି — ପାନୀୟ ପଦାର୍ଥର ପାନାବଶେଷ — Dregs left in a drinking cup; the remains of a liquid left in the cup after drinking
  • ଦେ. ବି — କୌଣସି ପାତ୍ରରୁ ଜଳାଦି ନିଗିଡ଼ିବା ପରେ ଯାହା ଅବଶିଷ୍ଟ ରହିଯାଏ — Remains