ନିଗଡ଼ବଦ୍ଧ Nigaṟḍ̠abadhda

  • ସଂ. ବିଣ. ପୁଂ — ( 3 ୟା ତତ୍; ନିଗଡ଼ଦ୍ୱାରା ବଦ୍ଧ)— ଲୌହଶୃଙ୍ଖଳାବଦ୍ଧ — (3ୟା ତତ୍; ନିଗଡ଼ଦ୍ୱାରା ବଦ୍ଧ)— ଲୌହଶୃଙ୍ଖଳାବଦ୍ଧ— Tied with an iron chain
  • ସଂ. ବିଣ. ପୁଂ — ଦୃଢ଼ରୂପେ ଆବଦ୍ଧ — Tied strongly or tightly
  • ସଂ. ବିଣ. ପୁଂ — ଗୋଡ଼ରେ ଶିକୁଳା ପଡ଼ିଥିବା (ବ୍ୟକ୍ତି) — Fettered