ନିଗଡ଼ ବନ୍ଧନ Nigaṟḍ̠ bandhana

  • ସଂ. ବି — ଦୃଢ଼ ଶିକୁଳି ବା ଦଉଡ଼ି — A strong chain or rope
  • ସଂ. ବି — ଦୃଢ଼ ବନ୍ଧନ; ଯେଉଁ ଗଣ୍ଠି ସହଜେ ଫିଟାଯାଇ ନ ପାରେ — A knot which can not be untied
  • ସଂ. ବି — ଲୌହ ଶିକୁଳିଦ୍ୱାରା ବନ୍ଧନ — Tying with an iron chain