ନିଗ୍ରହାନୁଗ୍ରହ Nigrahānugraha

  • ସଂ. ବି. (ନିଗ୍ରହ+ଅନୁଗ୍ରହ; ଦ୍ୱନ୍ଦ୍ୱ; ବିପରୀତାର୍ଥକ ସହଚର) — ଦଣ୍ଡ ଓ ଅନୁଗ୍ରହ — Punishment and favour
  • ସଂ. ବି. (ନିଗ୍ରହ+ଅନୁଗ୍ରହ; ଦ୍ୱନ୍ଦ୍ୱ; ବିପରୀତାର୍ଥକ ସହଚର) — ନିଷ୍ଠୁରତା ଓ ଦୟା — Cruelty and kindness