ନିଗୃହୀତ Nigṛuhīta

  • ସଂ. ବିଣ (ନି+ଗ୍ରହ ଧାତୁ=ଗ୍ରହଣ କରିବା, ଅକୃପା କରିବା+କର୍ମ. ତ) — ଆକ୍ରମିତ — Atttacked; seized; assailed
  • ସଂ. ବିଣ (ନି+ଗ୍ରହ ଧାତୁ=ଗ୍ରହଣ କରିବା, ଅକୃପା କରିବା+କର୍ମ. ତ) — ବଶୀକୃତ — Brought under control
  • ସଂ. ବିଣ (ନି+ଗ୍ରହ ଧାତୁ=ଗ୍ରହଣ କରିବା, ଅକୃପା କରିବା+କର୍ମ. ତ) — ପରାଜିତ; ଦମିତ — Subdued; vanquished
  • ସଂ. ବିଣ (ନି+ଗ୍ରହ ଧାତୁ=ଗ୍ରହଣ କରିବା, ଅକୃପା କରିବା+କର୍ମ. ତ) — ନିୟମିତ — Restrained; regulated
  • ସଂ. ବିଣ (ନି+ଗ୍ରହ ଧାତୁ=ଗ୍ରହଣ କରିବା, ଅକୃପା କରିବା+କର୍ମ. ତ) — ଶାସିତ; ଦଣ୍ଡିତ — Punished
  • ସଂ. ବିଣ (ନି+ଗ୍ରହ ଧାତୁ=ଗ୍ରହଣ କରିବା, ଅକୃପା କରିବା+କର୍ମ. ତ) — ଅଭିଯୁକ୍ତ — Prosecuted; charged
  • ସଂ. ବିଣ (ନି+ଗ୍ରହ ଧାତୁ=ଗ୍ରହଣ କରିବା, ଅକୃପା କରିବା+କର୍ମ. ତ) — ନିବର୍ତ୍ତିତ — Stopped; prevented
  • ସଂ. ବିଣ (ନି+ଗ୍ରହ ଧାତୁ=ଗ୍ରହଣ କରିବା, ଅକୃପା କରିବା+କର୍ମ. ତ) — ଉତ୍ପୀଡ଼ିତ — Harassed; pestered; persecuted; maltreated
  • ସଂ. ବିଣ (ନି+ଗ୍ରହ ଧାତୁ=ଗ୍ରହଣ କରିବା, ଅକୃପା କରିବା+କର୍ମ. ତ) — ରୁଦ୍ଧ; ନିରୁଦ୍ଧ — Imprisoned; obstructed; confined
  • ସଂ. ବିଣ (ନି+ଗ୍ରହ ଧାତୁ=ଗ୍ରହଣ କରିବା, ଅକୃପା କରିବା+କର୍ମ. ତ) — ନିରାକୃତ; ବିତାଡ଼ିତ — 0. Expelled
  • ସଂ. ବିଣ (ନି+ଗ୍ରହ ଧାତୁ=ଗ୍ରହଣ କରିବା, ଅକୃପା କରିବା+କର୍ମ. ତ) — କ୍ଲିଷ୍ଟ; ଆକ୍ରାନ୍ତ — Afflicted
  • ସଂ. ବିଣ (ନି+ଗ୍ରହ ଧାତୁ=ଗ୍ରହଣ କରିବା, ଅକୃପା କରିବା+କର୍ମ. ତ) — ଅବମାନିତ — Insulted