ନିଗୁରୁଆ Niguruā

  • ଦେ. ବିଣ. (ସଂ. ନି+ଗୁରୁ) ଅଗୁରୁଆ (ଦେଖ) — Aguruā (See)
  • ଦେ. ବିଣ. (ସଂ. ନି+ଗୁରୁ) ଯେ ଗୁରୁଙ୍କଠାରୁ ମନ୍ତ୍ର ଗ୍ରହଣ କରି ନାହିଁ — Not having been initiated by any spiritual preceptor