ନିଗୀର୍ଣ୍ଣ Nigīrṇṇa

  • ସଂ. ବି—(ନି+ଗ. ଧାତୁ=ଗିଳିବା+କର୍ମ.ତ) — ଭକ୍ଷିତ — Eaten
  • ସଂ. ବି—(ନି+ଗ. ଧାତୁ=ଗିଳିବା+କର୍ମ.ତ) — ଗିଳା ଯାଇଥିବା — Swallowed; devoured
  • ସଂ. ବି—(ନି+ଗ. ଧାତୁ=ଗିଳିବା+କର୍ମ.ତ) — ଅନ୍ତର୍ଭାବିତ; ଅନୁର୍ଭୂତ କରା ଯାଇଥିବା — Included