ନିଗିଡ଼ିବା Nigiṟḍ̠ibā
- ଦେ. କ୍ରି. (ସଂ. ନିର୍ଗଳନ) — ଚିପୁଡ଼ା ହୋଇ (ରସ) ଗଳିତ ହେବା; ରସ ଝରିବା — To ooze out; to drop on being squeezed
- ଦେ. କ୍ରି. (ସଂ. ନିର୍ଗଳନ) — କୌଣସି ବସ୍ତୁରୁ ବା ବିପର୍ଯ୍ୟସ୍ତ ପାତ୍ରରୁ ଜଳୀୟ ପଦାର୍ଥ ବିବାକ୍ ନିଃଶେଷିତ ହୋଇ ବୋହି ଯିବା — (liquid) To be drained out of a thing or an upturned receptacle
- ଦେ. କ୍ରି. (ସଂ. ନିର୍ଗଳନ) — ଅଳ୍ପ ମାତ୍ରାରେ ତଳକୁ ବୋହିଯିବା। — To flow down in feeble current; to drip
- ଦେ. କ୍ରି. (ସଂ. ନିର୍ଗଳନ) — [ଦ୍ର—ପାତ୍ରରୁ ଜଳୀୟ ପଦାର୍ଥ ବେଶି ପରିମାଣରେ ଢାଳି ହୋଇଯାଏ ଓ ଅଳ୍ପ ପରିମାଣରେ କ୍ରମଶଃ ନିଗିଡ଼ି ଯାଏ।]