ନିଗାଡ଼ିବା Nigāṟḍ̠ibā
- ଦେ. କ୍ରି. (ସଂ. ନିର୍ଗଳନ) — ନିଗିଡ଼ିବା କ୍ରିୟାର ଣିଜନ୍ତ ରୂପ — The causative form of 'Nigiṟḍ̠ibā
- ଦେ. କ୍ରି. (ସଂ. ନିର୍ଗଳନ) — କୌଣସି ରସଯୁକ୍ତ ବସ୍ତୁରୁ ରସ ଚିପୁଡ଼ିବା; ଝରାଇବା — To squeeze or press out the juice; to express juice
- ଦେ. କ୍ରି. (ସଂ. ନିର୍ଗଳନ) — ରସ ବା ଜଳକୁ ଗାଳିବା — To Cause liquid to ooze or drop out of a thing; to pour off liquid to the last drop
- ଦେ. କ୍ରି. (ସଂ. ନିର୍ଗଳନ) — କୌଣସି ପାତ୍ରକୁ ଅଣେଇ ବା ଓଲଟାଇ ରଖି ତହିଁରେ ଥିବା ଦ୍ରବ ପଦାର୍ଥକୁ କ୍ଷରିତ ବା ନିଃଶେଷିତ କରିବା — To empty a receptacle of its liquid contents