ନିଗାବାନ୍, ନିଗାମାନ୍ Nigābā(mā)n

  • ବୈଦେ. ବିଣ. (ଫା. ନିଗାହ୍ବାନ୍) — ସତର୍କ — Watchful
  • ବୈଦେ. ବିଣ. (ଫା. ନିଗାହ୍ବାନ୍) — ଯତ୍ନଶୀଳ — careful
  • ବୈଦେ. ବିଣ. (ଫା. ନିଗାହ୍ବାନ୍) — ତତ୍ତ୍ୱାବଧାରକ — Supervising
  • ବୈଦେ. ବିଣ. (ଫା. ନିଗାହ୍ବାନ୍) — ଯେ ଦେଖାଶୁଣା କରେ — Taking care
  • ବି — ଜଗୁଆଳି. — A watchman
  • ବି — ଜଗାରଖା କରିବା ଲୋକ; ଜିମାଦାର୍ — Custodian