ନିଗା କରିବା Nigā karibā
- ଦେ. କ୍ରି. (ଫା. ନିଗାହ୍) — ଚାହିଁବା — To look at
- ଦେ. କ୍ରି. (ଫା. ନିଗାହ୍) — ତତ୍ତ୍ୱ ନେବା — To look after
- ଦେ. କ୍ରି. (ଫା. ନିଗାହ୍) — ଜଗିବା — To watch
- ଦେ. କ୍ରି. (ଫା. ନିଗାହ୍) — ଦୃଷ୍ଟ ରଖିବା — To keep an eye on
- ଦେ. କ୍ରି. (ଫା. ନିଗାହ୍) — ଦେଖାଶୁଣା କରିବା — To take care of
- ଦେ. କ୍ରି. (ଫା. ନିଗାହ୍) — ତତ୍ତ୍ୱାବଧାନ କରିବା — To supervise