ନିଗଦିତ Nigadita

  • ସଂ. ବିଣ. (ନି+ଗଦ୍ ଧାତୁ=କହିଁବା+କର୍ମ. ତ) — ଭାଷିତ; କଥିତ; ଉକ୍ତ — Spoken; told; said
  • ସଂ. ବିଣ. (ନି+ଗଦ୍ ଧାତୁ=କହିଁବା+କର୍ମ. ତ) — ଉଚ୍ଚାରିତ — Uttered; pronounced
  • ସଂ. ବିଣ. (ନି+ଗଦ୍ ଧାତୁ=କହିଁବା+କର୍ମ. ତ) — ନିର୍ଦ୍ଦିଷ୍ଟ — Specified; defined
  • ସଂ. ବିଣ. (ନି+ଗଦ୍ ଧାତୁ=କହିଁବା+କର୍ମ. ତ) — ଉଲ୍ଲିଖିତ — Mentioned
  • ସଂ. ବିଣ. (ନି+ଗଦ୍ ଧାତୁ=କହିଁବା+କର୍ମ. ତ) — ବର୍ଣ୍ଣିତ — Described
  • ସଂ. ବିଣ. (ନି+ଗଦ୍ ଧାତୁ=କହିଁବା+କର୍ମ. ତ) — ପ୍ରାର୍ଥିତ — Prayed for
  • ବି. (+ଭାବ. ତ) — ଭାଷଣ — Speech; talking
  • ବି. (+ଭାବ. ତ) — ଉଚ୍ଚାରଣ — Utterance