ନିଖୁଣ Nikhuṇa

  • ଦେ. ବିଣ. (ସଂ. ନିର୍ ଓ କ୍ଷୁର୍ଣ୍ଣ) — ଅକ୍ଷୁଣ୍ଣ; ସମଗ୍ର; ପୂର୍ଣ୍ଣାଙ୍ଗ — Entire; whole
  • ଦେ. ବିଣ. (ସଂ. ନିର୍ ଓ କ୍ଷୁର୍ଣ୍ଣ) — ଅକ୍ଷତ; ଅଭଗ୍ନ — Unbroken
  • ଦେ. ବିଣ. (ସଂ. ନିର୍ ଓ କ୍ଷୁର୍ଣ୍ଣ) — ନିଖୁଣ ସେ ଲାଗିଥିଲା ବର ଓହଳରେ। ଅଜୟଚନ୍ଦ୍ର, ଶର ଓ ଗୀତ।
  • ଦେ. ବିଣ. (ସଂ. ନିର୍ ଓ କ୍ଷୁର୍ଣ୍ଣ) — ଦୋଷ ବା ତ୍ରୁଟିଶୂନ୍ୟ; ନିର୍ଦୋଷ — Flawless; unblemished; free from defects
  • ଦେ. ବିଣ. (ସଂ. ନିର୍ ଓ କ୍ଷୁର୍ଣ୍ଣ) — (ଯଥା—ନିଖୁଣ ରୂପ।)
  • ଦେ. ବିଣ. (ସଂ. ନିର୍ ଓ କ୍ଷୁର୍ଣ୍ଣ) — ଅସ୍ପୃଷ୍ଟ — Untouched
  • ଦେ. ବିଣ. (ସଂ. ନିର୍ ଓ କ୍ଷୁର୍ଣ୍ଣ) — ନୀରୋଗ; ଅନାମୟ — Healthy; Free from illness
  • ଦେ. ବିଣ. (ସଂ. ନିର୍ ଓ କ୍ଷୁର୍ଣ୍ଣ) — ଯାହାକୁ କେହି ଖୁଣି ପାରେ ନାହିଁ — In which no one can find any fault
  • ଦେ. ବିଣ. (ସଂ. ନିର୍ ଓ କ୍ଷୁର୍ଣ୍ଣ) — ଅତୁଳନୀୟ — Incomparable; nonparell
  • ଦେ. ବିଣ. (ସଂ. ନିର୍ ଓ କ୍ଷୁର୍ଣ୍ଣ) — ଅନିନ୍ଦ୍ୟ — Unblamable; irreproachable