ନିକ୍ରିବା Nik-ribā

  • ପ୍ରାଦେ. (ସମ୍ବଲପୁର) କ୍ରି. (ତୁଳ. ହି. ଏହି ଅର୍ଥରେ ନିକର୍ନା) — ନିକିଲିବା; ବାହାରି ଯିବା — To go away