ନିକୃଷ୍ଟ Nikṛushṭa
- ସଂ. ବିଣ. (ନି+କୃଷ୍ ଧାତୁ=କର୍ଷଣ କରିବା, ଅବଜ୍ଞା କରିବା +କର୍ମ. ତ) — ସମାଜରୁ ତାଡ଼ିତ — Excommunicated
- ସଂ. ବିଣ. (ନି+କୃଷ୍ ଧାତୁ=କର୍ଷଣ କରିବା, ଅବଜ୍ଞା କରିବା +କର୍ମ. ତ) — ଅଧମ — Vile; debased
- ସଂ. ବିଣ. (ନି+କୃଷ୍ ଧାତୁ=କର୍ଷଣ କରିବା, ଅବଜ୍ଞା କରିବା +କର୍ମ. ତ) — ନୀଚ — Low; mean
- ସଂ. ବିଣ. (ନି+କୃଷ୍ ଧାତୁ=କର୍ଷଣ କରିବା, ଅବଜ୍ଞା କରିବା +କର୍ମ. ତ) — ମନ୍ଦ — Bad; wicked
- ସଂ. ବିଣ. (ନି+କୃଷ୍ ଧାତୁ=କର୍ଷଣ କରିବା, ଅବଜ୍ଞା କରିବା +କର୍ମ. ତ) — ଜଘନ୍ୟ — Ugly
- ସଂ. ବିଣ. (ନି+କୃଷ୍ ଧାତୁ=କର୍ଷଣ କରିବା, ଅବଜ୍ଞା କରିବା +କର୍ମ. ତ) — ଅପକୃଷ୍ଟ — Deteriorated; inferior
- ସଂ. ବିଣ. (ନି+କୃଷ୍ ଧାତୁ=କର୍ଷଣ କରିବା, ଅବଜ୍ଞା କରିବା +କର୍ମ. ତ) — ଘୃଣିତ — Despised
- ସଂ. ବିଣ. (ନି+କୃଷ୍ ଧାତୁ=କର୍ଷଣ କରିବା, ଅବଜ୍ଞା କରିବା +କର୍ମ. ତ) — ଇତର — Vulgar
- ସଂ. ବିଣ. (ନି+କୃଷ୍ ଧାତୁ=କର୍ଷଣ କରିବା, ଅବଜ୍ଞା କରିବା +କର୍ମ. ତ) — ନିକଟବର୍ତ୍ତୀ — Near; adjacent
- ସଂ. ବି — ନୈକଟ୍ୟ — Proximity (Apte)