ନିକୃଷ୍ଟତା Nikṛushṭatā

  • ସଂ. ବି (ନିକୃଷ୍ଟ+ଭାବ. ତା) — ନୀଚତା — Vileness; lowness
  • ସଂ. ବି (ନିକୃଷ୍ଟ+ଭାବ. ତା) — ଅପକୃଷ୍ଟତା — Inferiority
  • ସଂ. ବି (ନିକୃଷ୍ଟ+ଭାବ. ତା) — ମନ୍ଦତା — Badness