ନିକୃତ୍ତ Nikṛutta

  • ସଂ. ବିଣ. (ନି+କୃତ୍ ଧାତୁ=ଛେଦନ କରିବା+କର୍ମ. ତ) — ଛିନ୍ନ — Torn; severed
  • ସଂ. ବିଣ. (ନି+କୃତ୍ ଧାତୁ=ଛେଦନ କରିବା+କର୍ମ. ତ) — ଖଣ୍ଡିତ — Broken; cut off; rent
  • ସଂ. ବିଣ. (ନି+କୃତ୍ ଧାତୁ=ଛେଦନ କରିବା+କର୍ମ. ତ) — ମୂଳରୁ ଛିନ୍ନ (ହି. ଶବ୍ଦସାଗର) — Cut from the root; uprooted