ନିକୃତି Nikṛuti

  • ସଂ. ବିଣ. (ନି+କୃ ଧାତୁ+ଭାବ. ତି) — ନିକୃତ (ଦେଖ) — Nikṛuta (See)
  • ବି — ନିକାର (ଦେଖ) — Nikāra (See)
  • ବି — ନିର୍ଧନତା — Poverty; indigence
  • ବି — ଶାଠ୍ୟ — Deceit
  • ବି — ଘୃଣା — Contempt
  • ବି — ତିରସ୍କାର — Abuse; reproach
  • ବି — ଅପକାର — Injury
  • ବି — ନିନ୍ଦା — Blames
  • ବି — ବସୁ ବିଶେଷ — Name of a Basu Deity
  • ବି — ନୀଚତା; ହୀନତା — Meanness
  • ବି — ଦୈନ୍ୟ — Wretchedness; misery
  • ବି — ଦୁଷ୍ଟତା; ଖଳତା — Wickedness