ନିକୁଳା Nikuḻā

  • ଦେ. ବିଣ. (ସଂ. ନିଷ୍କୁଳ) (ଗାଳିରେ ବ୍ୟବହୃତ) — ଅକୁଳ; ନୀଚକୂଳ ଜାତି — Base-born
  • ଦେ. ବିଣ. (ସଂ. ନିଷ୍କୁଳ) (ଗାଳିରେ ବ୍ୟବହୃତ) — ଯାହାର କୁଳଶୀଳ ଜଣା ନାହିଁ; ଅଜ୍ଞାତକୁଳ — Of unknown lineage