ନିକୁରମ୍ବ Nikuramba

  • ସଂ. ବି. (ନି+କୁର୍ ଧାତୁ=ଶବ୍ଦ କରିବା+କର୍ମ. ଅମ୍ବ) — ସମୂହ — Multitude
  • ସଂ. ବି. (ନି+କୁର୍ ଧାତୁ=ଶବ୍ଦ କରିବା+କର୍ମ. ଅମ୍ବ) — ପହ୍ଲ — A herd; flock
  • ସଂ. ବି. (ନି+କୁର୍ ଧାତୁ=ଶବ୍ଦ କରିବା+କର୍ମ. ଅମ୍ବ) — ଗଦା; ରାଶି — Heap; mass