ନିକୁମ୍ଭିଲା Nikumbhilā

  • ସଂ. ବି. ସ୍ତ୍ରୀ. (ନି+କୁମ୍ଭ=ମାଠିଆ+ଇଳ+ଆ) — ଲଙ୍କାର ଉପବନ ବା ଗୁମ୍ଫାବିଶେଷ (ଏଠାରେ ଇନ୍ଦ୍ରଜିତ ଯଜ୍ଞ କରିଥିଲେ) — The name of a garden or cave in Laṅkā where Indrajita performed j̄ajn̄a
  • ସଂ. ବି. ସ୍ତ୍ରୀ. (ନି+କୁମ୍ଭ=ମାଠିଆ+ଇଳ+ଆ) — [ଦ୍ର—ଏହା ଲଙ୍କାର ପଶ୍ଚିମାଂଶରେ ଥିଲା ଓ ଏଠାରେ ଭଦ୍ରକାଳୀ ଦେବତା ପୂଜା ପାଉଥିଲେ।]
  • ସଂ. ବି. ସ୍ତ୍ରୀ. (ନି+କୁମ୍ଭ=ମାଠିଆ+ଇଳ+ଆ) — ଲଙ୍କାସ୍ଥ ରାକ୍ଷସମାନଙ୍କର କୁଳଦେବତାବିଶେଷ — Name of a Goddess worshiped by the demons of Laṅkā