ନିକୁଟା ମାଧିଆ Nikuṭā mādhiā

  • ଦେ. ବି. (ଗାଳି) — ଯେଉଁ ବ୍ୟକ୍ତି ଦାନ୍ତ ନିକୁଟି କରି ପରଠାରେ ପ୍ରାର୍ଥନା କରେ — A person who supplicates with undue humility
  • ଦେ. ବି. (ଗାଳି) — କୃପଣ ବ୍ୟକ୍ତି — Miserly person
  • ଦେ. ବି. (ଗାଳି) — ନିର୍ଲ୍ଲଜ୍ଜ ବ୍ୟକ୍ତି — Shameless person
  • ଦେ. ବି. (ଗାଳି) — ନୀଚ ବ୍ୟକ୍ତି — 3. Mean person
  • ଦେ. ବି. (ଗାଳି) — ଜିଗରଦାର୍ ବ୍ୟକ୍ତି — Persistent person
  • ଦେ. ବି. (ଗାଳି) — ଯେ କୌଣସି କାର୍ଯ୍ୟକୁ ତନ୍ନ ତନ୍ନ କରି ସାମାନ୍ୟ ସାମାନ୍ୟ ଅଂଶକୁ ନିରେଖିକରି ଦେଖି ଅତି ବିଳମ୍ବରେ କରେ — A dilatory person; a person who dose a work by attending to the most insignificant details