ନିକୁଞ୍ଜ Nikun̄ja
- ସଂ. ବି. (ନି=ଅର୍ଥହୀନ ଉପସର୍ଗ+କୁଞ୍ଜ) — କୁଞ୍ଜ; ଲତା ଗୃହ; ଲତା ମଣ୍ଡପ — Bower; thicket; an arbour
- ସଂ. ବି. (ନି=ଅର୍ଥହୀନ ଉପସର୍ଗ+କୁଞ୍ଜ) — ଖିଲାଣ ଥିବା ଘର — A vault; cavern (Apte)
- ସଂ. ବି. (ନି=ଅର୍ଥହୀନ ଉପସର୍ଗ+କୁଞ୍ଜ) — [ଦ୍ର—ବୃକ୍ଷ ଲତାଦି ଦ୍ୱାରା ଘର ପରି ହୋଇଥିବା ସ୍ଥାନକୁ ଓ ଲତାଦି ଦ୍ୱାରା ସବୁ ଆଡ଼େ ଆଚ୍ଛାଦିତ ବା ମଣ୍ଡିତ ମଣ୍ଡପକୁ ନିକୁଞ୍ଜ ବୋଲାଯାଏ।]
- ଦେ. ବିଣ — କୃପଣ; କାମ୍ପୀ — Niggardly; stingy