ନିକୁଞ୍ଚକ Nikun̄chaka
- ସଂ. ବି. (ନି+କୁଞ୍ଚ୍ ଧାତୁ=ସଂଯତ କରିବା+କର୍ତ୍ତୃ. ଅକ) — ପରିମାଣବିଶେଷ; ଏକ କୁଡ଼ବର 1/4 ଅଂଶ — ପରିମାଣବିଶେଷ; ଏକ କୁଡ଼ବର/4ଅଂଶ— . A measure of capacity equal to /4 of a Kuṟḍ̠abs
- ସଂ. ବି. (ନି+କୁଞ୍ଚ୍ ଧାତୁ=ସଂଯତ କରିବା+କର୍ତ୍ତୃ. ଅକ) — [ଦ୍ର—ଏଥିର ଅପଭ୍ରଷ୍ଟ ଓଡ଼ିଆ ଶବ୍ଦ କୁଞ୍ଚା।]
- ସଂ. ବି. (ନି+କୁଞ୍ଚ୍ ଧାତୁ=ସଂଯତ କରିବା+କର୍ତ୍ତୃ. ଅକ) — ଜଳ ବେତସ (ହି. ଶବ୍ଦସାଗର) — Aquatic ratan