ନିକାଶିବା Nikāṡibā

  • ଦେ. କ୍ରି — ଶେଷ କରିବା — To finish
  • ଦେ. କ୍ରି — ମୀମାଂସା କରିବା — To settle
  • ଦେ. କ୍ରି — ନିକାଶିଦେବାକୁ ଗଲେ ଶମନ ସକାଶ—ରାଧାନାଥ. ବେଣୀସଂହାର।