ନିକାଲିବା Nikālibā
- ଦେ. କ୍ରି. [ସଂ. ନିଷ୍କାଳନ; ନିଷ୍କର୍ଷଣ (Beams;) ନିକିଲିବାର ପ୍ରୟୋଜକ ରୂପ] — ତଡ଼ିଦବା; ବହିଷ୍କୃତ କରିବା — To drive out; to drive away; to expell
- ଦେ. କ୍ରି. [ସଂ. ନିଷ୍କାଳନ; ନିଷ୍କର୍ଷଣ (Beams;) ନିକିଲିବାର ପ୍ରୟୋଜକ ରୂପ] — ବହିର୍ଗତ କରାଇବା; ବାହାର କରିବା — To cause to come out; to bring out
- ଦେ. କ୍ରି. [ସଂ. ନିଷ୍କାଳନ; ନିଷ୍କର୍ଷଣ (Beams;) ନିକିଲିବାର ପ୍ରୟୋଜକ ରୂପ] — ଚିପୁଡ଼ିକରି (ରସଆଦି) ବାହାର କରିବା — To wring out; to extract; to press out
- ଦେ. କ୍ରି. [ସଂ. ନିଷ୍କାଳନ; ନିଷ୍କର୍ଷଣ (Beams;) ନିକିଲିବାର ପ୍ରୟୋଜକ ରୂପ] — ଓଟାରି ଆଣିବା — To draw out