ନିକାଞ୍ଚନ Nikān̄chana

  • ଦେ. ବିଣ — (ସଂ. ନିଷ୍କାଞ୍ଚନ) ଧନହୀନ; ନିଃସ୍ୱ — Poor; pennyless
  • ଦେ. ବିଣ — (ସଂ. ନିଷ୍କିଞ୍ଚନ) ନିର୍ଜନ; ନୀରୋଳା — Solitary; lonely (place)
  • ଦେ. ବିଣ — ଏବେ ଯା ନଗରୀ, ଥିଲା ଆଗେ ତାହା ମହା ନିକାଞ୍ଚନ ସ୍ଥଳ—ରାଧାନାଥ. ଯଯାତି।