ନିକାଞ୍ଚନେ Nikān̄chane

  • ଦେ. କ୍ରି. ବିଣ — ନିର୍ଜନରେ; ନୀରୋଳାରେ — Solitarily
  • ଦେ. କ୍ରି. ବିଣ — ଜନଶୂନ୍ୟ ସ୍ଥାନରେ — In a lonely place
  • ଦେ. କ୍ରି. ବିଣ — ନିକାଞ୍ଚନେ ରହି ନିଃଶଙ୍କେ ବିହରି ଚାହାନ୍ତି ନାହିଁ, କଙ୍କ ହଂସରାଳୀ ଯହୁଁ ଗୋଡ଼ କାଢ଼ି ଯିବାକୁ କାହିଁ। ରାଧାନାଥ. ଉଷା।