ନିକଷଣ Nikashaṇa

  • ସଂ. ବି. (ନି+କଷ୍ ଧାତୁ ଭାବ. ଅନ) — ଘର୍ଷଣ — Rubbing; friction
  • ସଂ. ବି. (ନି+କଷ୍ ଧାତୁ ଭାବ. ଅନ) — ଉଲ୍ଲେଖନ — Act of drawing or painting
  • ସଂ. ବି. (ନି+କଷ୍ ଧାତୁ ଭାବ. ଅନ) — ଖନନ — Digging; engraving
  • ସଂ. ବି. (ନି+କଷ୍ ଧାତୁ ଭାବ. ଅନ) — କଷ୍ଟି ପଥରରେ ସୁନା ଘଷିବା — Rubbing of gold over touchstone
  • ସଂ. ବି. (ନି+କଷ୍ ଧାତୁ ଭାବ. ଅନ) — ଶାଣ ଦେବା — Whetting