ନିକଲିବା, ନିକିଲିବା Nika(ki)libā

  • ଦେ. କ୍ରି. (ସଂ. ନିର୍ଗତ; ପ୍ରା. ନିକ୍ୱିଳିତ) ସଂ. ନିଷ୍କାସନ; ହିନ୍ଦିରୁ ଅନୁକୃତ) — ବହିର୍ଗତ ହେବା — To come out
  • ଦେ. କ୍ରି. (ସଂ. ନିର୍ଗତ; ପ୍ରା. ନିକ୍ୱିଳିତ) ସଂ. ନିଷ୍କାସନ; ହିନ୍ଦିରୁ ଅନୁକୃତ) — ବାହାରି ଯିବା; ନିର୍ଗତ ହେବା — To issue forth
  • ଦେ. କ୍ରି. (ସଂ. ନିର୍ଗତ; ପ୍ରା. ନିକ୍ୱିଳିତ) ସଂ. ନିଷ୍କାସନ; ହିନ୍ଦିରୁ ଅନୁକୃତ) — ସ୍ରବିବା — To ooze out
  • ଦେ. କ୍ରି. (ସଂ. ନିର୍ଗତ; ପ୍ରା. ନିକ୍ୱିଳିତ) ସଂ. ନିଷ୍କାସନ; ହିନ୍ଦିରୁ ଅନୁକୃତ) — ବହିଷ୍କୃତ ହେବା — To be driven out
  • ଦେ. କ୍ରି. (ସଂ. ନିର୍ଗତ; ପ୍ରା. ନିକ୍ୱିଳିତ) ସଂ. ନିଷ୍କାସନ; ହିନ୍ଦିରୁ ଅନୁକୃତ) — ଭିତର ଭେଦ କରି ଫୁଟି ଯିବା — To pierce through
  • ଦେ. କ୍ରି. (ସଂ. ନିର୍ଗତ; ପ୍ରା. ନିକ୍ୱିଳିତ) ସଂ. ନିଷ୍କାସନ; ହିନ୍ଦିରୁ ଅନୁକୃତ) — ସେ କାଣ୍ଡ ଚାଣ୍ଡେଦାଣ୍ଡେ ପଡ଼ିଣ ଗମିଲା, ସାତଶାଳ ନିକିଳି ତଳକୁ ଫୁଟିଲା—କୃଷ୍ଣସିଂହ. ମହାଭାରତ. ବନ।
  • ଦେ. କ୍ରି. (ସଂ. ନିର୍ଗତ; ପ୍ରା. ନିକ୍ୱିଳିତ) ସଂ. ନିଷ୍କାସନ; ହିନ୍ଦିରୁ ଅନୁକୃତ) — ବଳିବା; ବହକା ରହିବା; ଉଦ୍ଗତ ହେବା — To jut out; project
  • ଦେ. କ୍ରି. (ସଂ. ନିର୍ଗତ; ପ୍ରା. ନିକ୍ୱିଳିତ) ସଂ. ନିଷ୍କାସନ; ହିନ୍ଦିରୁ ଅନୁକୃତ) — ଶେଣୀ ମୁଣ୍ଡାଳିମାନ ଖମ୍ବକୁ ନିକିଲି 8 ଆଙ୍ଗୁଳି ଲେଖାଁଏ ଥିବ। ଜଗବନ୍ଧୁ. ପ୍ରାଚୀନ ଉତ୍କଳ। — ଶେଣୀ ମୁଣ୍ଡାଳିମାନ ଖମ୍ବକୁ ନିକିଲି8ଆଙ୍ଗୁଳି ଲେଖାଁଏ ଥିବ ଜଗବନ୍ଧୁ. ପ୍ରାଚୀନ ଉତ୍କଳ
  • ଦେ. କ୍ରି. (ସଂ. ନିର୍ଗତ; ପ୍ରା. ନିକ୍ୱିଳିତ) ସଂ. ନିଷ୍କାସନ; ହିନ୍ଦିରୁ ଅନୁକୃତ) — ଖସିଯିବା — To slip off