ନିକା Nikā
- ଦେ. ବି. (ଇତର) (ସଂ. ନିଜ୍ ଧାତୁ=ନିର୍ମଳୀକରଣ; ନିକ୍ତ= ନିର୍ମଳୀକୃତ) — ଘର ଓଳାଇବା — Sweeping a house clean
- ଦେ. ବି. (ଇତର) (ସଂ. ନିଜ୍ ଧାତୁ=ନିର୍ମଳୀକରଣ; ନିକ୍ତ= ନିର୍ମଳୀକୃତ) — ଘର ଲିପିବା — Smearing a house with water
- ପ୍ରାଦେ. (ଗଡ଼ଜାତ) ଅ. — ଆଦୌ; ମୁଣୁହୁଁ; ଜମାରୁ — At all; from the beginning; at the out- set
- ବୈଦେ. ବି. (ଫା. ନିକାହ୍) ମୁସଲମାନ୍ମାନଙ୍କ ମଧ୍ୟରେ ପ୍ରଚଳିତ ବିଧବା ବିବାହ — Widow-marriage amongst the Mahomedans