ନିକର୍ଷଣ Nikarshaṇa

  • ସଂ. ବି (ନି+କୃଷ୍ ଧାତୁ=ଚାଷକରିବା+ଅଧି. ଅନ) — ନଗରାଦିର ବହିଃସ୍ଥିତ କ୍ରୀଡ଼ାଭୂମି — A playground at one end of a town
  • ସଂ. ବି (ନି+କୃଷ୍ ଧାତୁ=ଚାଷକରିବା+ଅଧି. ଅନ) — କ୍ରୀଡ଼ାର୍ଥ ଉତ୍ସୃଷ୍ଟ ନଗରମଧ୍ୟସ୍ଥ ପଡ଼ିଆ ଜମି — A bit of open field or park in the heart of a town, left for diversion