ନିକଟି ମହୁ, ନିକିଟି ମହୁ, ନିକୁଟି ମହୁ Nikaṭi mahu, Nikiṭi mahu, Nikuṭi mahu

  • ଦେ. ବି. — ଏକ ପ୍ରକାର ଛୋଟ ମହୁମାଛି — A kind of small bee; Apis Floria
  • ଦେ. ବି. — [ଦ୍ର—ଏମାନେ ଗଛ ବା କାନ୍ଥର ଖୋଲରେ ଛୋଟ ଫେଣା ବାନ୍ଧନ୍ତି।]
  • ଦେ. ବି. — ନିକଟି ମହୁମାଛିଙ୍କ ଦ୍ୱାରା ସଞ୍ଚିତ ମଧୁ — Honey made by the Nikaṭi bees