ନିକଟା ନିକଟି Nikaṭā nikaṭi

  • ଦେ. କ୍ରି ବିଣ — ଆଖପାଖ; ସମୀପତଃ — At hand; near by
  • ଦେ. କ୍ରି ବିଣ — ପ୍ରାୟ — Almost; nearly
  • ଦେ. କ୍ରି ବିଣ — ପରସ୍ପରକୁ ଲଗାଲଗି — Close to each other