ନିଉପରୋଧିଆ Niuparodhiā

  • ଦେ. ବିଣ. ପୁଂ. ଓ ସ୍ତ୍ରୀ (ସଂ. ନିର୍ ଓ ଉପରୋଧ) — ଯେଉଁ ବ୍ୟକ୍ତିର ଚକ୍ଷୁଳଜ୍ଜା ବା ମୋହବତ ମୁଲାହିଜା ନାହିଁ; ଯେଉଁ ଲୋକ ପରର ମନ ରକ୍ଷା କରି କାର୍ଯ୍ୟ କରେ ନାହିଁ; ଅଣଉପରୋଧିଆ — Not respecting the feeling of others; unscrupulous
  • ଦେ. ବିଣ. ପୁଂ. ଓ ସ୍ତ୍ରୀ (ସଂ. ନିର୍ ଓ ଉପରୋଧ) — ନିଷ୍କରୁଣ — Unkind
  • ଦେ. ବିଣ. ପୁଂ. ଓ ସ୍ତ୍ରୀ (ସଂ. ନିର୍ ଓ ଉପରୋଧ) — ନିର୍ମମ — 2. Unsympathetic