ନିଉଞ୍ଛାଇବା, ନିଉଞ୍ଛେଇବା Niun̄chhā(n̄chhe)ibā
- ଦେ. କ୍ରି — ନିଉଁଛାଇବା (ଦେଖ) — Niuñchhāibā (See)
- ଦେ. କ୍ରି — ନ୍ୟୁନ କରି ତୁଳନା କରିବା — To find a thing inferior after comparision
- ଦେ. କ୍ରି — ବଦନରେ ଚନ୍ଦ୍ର ଦର୍ପଣ ପଦ୍ମ ନିରଞ୍ଛାଇବା ବଦନରେ ଏହି ଉକ୍ତି କି ଆନ କି ଲକ୍ଷ ଦେବା । ଭଞ୍ଜ, ବୈଦେହୀଶବିଳାସ ।