ନିଉଁତା Niuñtā
- ଗ୍ରା. ବି. (ସଂ. ନିମନ୍ତ୍ରଣ) — ବିବାହାଦି ଉତ୍ସବ ଉପଲକ୍ଷରେ ଭୋଜି (ଯହିଁକି ବନ୍ଧୁମାନଙ୍କୁ ଭୋଜନାର୍ଥ ନିମନ୍ତ୍ରଣ କରାଯାଏ); ଖିରୀ ପିଠା — Feast given on the occasion of family ceremonies
- ଗ୍ରା. ବି. (ସଂ. ନିମନ୍ତ୍ରଣ) — ପାରିବାରିକ ଉତ୍ସବ (ବିବାହ, ବ୍ରତ, କର୍ଣ୍ଣବେଧ ଆଦି) — Family festivals