ନିଉଁଛେଇବା, ନିଉଛେଇବା Niuñ(u)chheibā

  • ଦେ. କ୍ରି (ସଂ. ନିର୍ମଞ୍ଛନ;) — ବନ୍ଦାଇବା; ବନ୍ଦାପନାକରିବା — To salute or adore by waving a light before a new comer or guest
  • ଦେ. କ୍ରି (ସଂ. ନିର୍ମଞ୍ଛନ;) — ବନଜ ନିଉଁଛାଳି କରି ଖଞ୍ଜନ ନିଉଁଛାଳିବାରେ ନେତ୍ରେ । ଭଞ୍ଜ. ବୈଦେହୀଶବିଳାସ ।
  • ଦେ. କ୍ରି (ସଂ. ନିର୍ମଞ୍ଛନ;) — ନବାଗତ ବ୍ୟକ୍ତି ବା ବରକନ୍ୟାଙ୍କ ଆଗରେ ଥାଳିରେ ଗଣ୍ଡିଏ ଅନ୍ନ ଧରି ବନ୍ଦାପନା କରିବା — To salute a new comer guest or a bridge or bridegroom by formally presenting some boiled rice in a plate
  • ଦେ. କ୍ରି (ସଂ. ନିର୍ମଞ୍ଛନ;) — ପ୍ରଣାମ କରିବା — To make salutation or obeisance
  • ଦେ. କ୍ରି (ସଂ. ନିର୍ମଞ୍ଛନ;) — ଦେବତାଙ୍କୁ ଉତ୍ସର୍ଗ କରିବା; କୌଣସି ବ୍ୟକ୍ତିର ବା ରୋଗୀର ମଙ୍ଗଳ ଉଦ୍ଦେଶ୍ୟରେ ବା ଅଶୁଭ ନିବାରଣ ଉଦ୍ଦେଶ୍ୟରେ ଉକ୍ତ ବ୍ୟକ୍ତିର ମୁଣ୍ଡରେ ଧନ ବା ଅଳଙ୍କାର ଛୁଆଇଁ ଉକ୍ତ ବ୍ୟକ୍ତିର ମଙ୍ଗଳ ହେଲେ ବା ରୋଗ ଉପଶାନ୍ତ ହେଲେ ଉକ୍ତ ଧନରତ୍ନାଦି ବା ତତ୍ପରିକଳ୍ପିତ ମୂଲ୍ୟର ଭୋଗ ଆଦି କୌଣସି ଦେବତାଙ୍କୁ ଦେବାପାଇଁ ଉତ୍ସର୍ଗ କରିବା; ପାଣି ଛଡାଇବା — To set apart some money or ornament to a Deity by touching the head of a patient with it and making a vow that it will be offered to the Deity if the patient comes round